
📰 ଶୁଭ ଉଦ୍ଘାଟନ | Korei News Network (KNN)
🌺 ଶ୍ରୀଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ଯାତ୍ରାର ପାବନ ଅବସରରେ ଶୁଭାରମ୍ଭ ହେଲା “Korei News Network (KNN)” ର ଅଫିସିଆଲ୍ ନ୍ୟୁଜ୍ ୱେବସାଇଟ୍। 🌺
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଓ ଆଶୀର୍ବାଦରେ ଆଜି ଆମର ଡିଜିଟାଲ୍ ଯାତ୍ରାର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇଛି।

Korei News Network (KNN) ର ଲକ୍ଷ୍ୟ—
📰 ସତ୍ୟ, ନିରପେକ୍ଷ ଓ ତ୍ୱରିତ ସମ୍ବାଦ ପରିବେଷଣ।
📍 କୋରେଇ, ଯାଜପୁର ଓ ସମଗ୍ର ଓଡ଼ିଶାର ତାଜା ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବା।
🤝 ଜନସାଧାରଣଙ୍କ ସମସ୍ୟା, ବିକାଶ, ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ସାମାଜିକ ପ୍ରସଙ୍ଗକୁ ପ୍ରାଥମିକତା ଦେବା।
🌐 ଆମ ୱେବସାଇଟ୍ ଦେଖନ୍ତୁ:
https://koreinewsnetwork.com
🙏 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା— ଏହି ନୂତନ ପ୍ରୟାସ ସମାଜର ସେବା, ସତ୍ୟ ସାମ୍ବାଦିକତା ଏବଂ ଜନକଲ୍ୟାଣରେ ସଦା ସଫଳ ହେଉ।
Korei News Network (KNN)
“କୋରେଇର କଥା, ଲୋକଙ୍କ ସ୍ୱର”
#KoreiNewsNetwork #KNN #WebsiteLaunch #GundichaYatra #JaiJagannath #OdishaNews #Jajpur #Korei #DigitalNews
