
Politics
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
କୋରେଇ ନ୍ୟୁଜ୍ ନେଟୱର୍କ (KNN)
ବ୍ରେକିଂ ନ୍ୟୁଜ୍ | ଜାତୀୟ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
ନୂଆଦିଲ୍ଲୀ, ୨୫ ଜୁଲାଇ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ନିକଟ ଅତୀତରେ ପରୀକ୍ଷା ବ୍ୟବସ୍ଥାକୁ କେନ୍ଦ୍ର କରି ଦେଶବ୍ୟାପୀ ଆନ୍ଦୋଳନ ଏବଂ ରାଜନୈତିକ ଚାପ ବଢ଼ିଥିବା ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା ଖବର ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ ଇସ୍ତଫା ପରବର୍ତ୍ତୀ ଦାୟିତ୍ୱ ସମ୍ପର୍କରେ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଉଛି। ଏହି ଘଟଣାକୁ ନେଇ ଦେଶର ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
Korei News Network (KNN) ପକ୍ଷରୁ ଏହି ଘଟଣାର ସମସ୍ତ ଅଦ୍ୟତନ ସୂଚନା ଆପଣଙ୍କୁ ନିରନ୍ତର ପହଞ୍ଚାଇ ଦିଆଯିବ।